ଭୁବନେଶ୍ୱର‌ରେ ସବୁ ଦୋକାନ ଖୋଲି ପାରିବନି, କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବ

ଭୁବନେଶ୍ୱର : ଭୁବନେଶ୍ୱରରେ ଗତ ୧୦ଦିନ ହେଲା କରୋନା ଆକ୍ରାନ୍ତ ଚିହ୍ନଟ ହୋଇନଥିଲେ ହେଁ ଏହା ଏବେ ବି ରେଡ୍‌ ଜୋନ୍‌ରେ ଅଛି। ତେଣୁ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବ। କେନ୍ଦ୍ର ସରକାର ଖୋର୍ଦ୍ଧା ଜିଲ୍ଲାକୁ ରେଡ୍‌ ଜୋନ୍‌ରୁ ବାଦ୍‌ ଦେବା ପରେ ହିଁ ଏଠାରେ ଦୋକାନ ଖୋଲିବା ନେଇ ନିୟମ କୋହଳ ହେବ। ତା’ ପୂର୍ବରୁ କିଛି ନିଷ୍ପତ୍ତି ହେବନି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ବିଏମ୍‌ସି … Continue reading ଭୁବନେଶ୍ୱର‌ରେ ସବୁ ଦୋକାନ ଖୋଲି ପାରିବନି, କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବ